ନଡିଆ ଓ ସୁଜି ମୋଦକ
ନଡିଆ ଓ ସୁଜିରେ ଗଣେଶଙ୍କର ପ୍ରିୟ ମୋଦକ ତିଆରି କରିପାରିବେ । ମୋଦକ ଗଣେଶଙ୍କର ଅତି ପ୍ରିୟ
ଏକ ବଡ ଚାମଚଘିଅ ନେଇ ସେଥିରେ ଏକ କପ୍ ସୁଜି
ଏକ କପ୍ କୋରା ଯାଇଥିବା ନଡିଆ ପକାନ୍ତୁ ଏହାକୁ କଡେଇରେ ଭାଜନ୍ତୁ ।
ଟିକିଏ ଭାଜି ହୋଇ ଗଲେ ଗ୍ୟାସରୁ କାଢି ଆଣନ୍ତୁ
ଥଣ୍ଡା ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ
ଏକ କପ୍ ଚିନି ମିଶାନ୍ତୁ
ପରେ ଅଳ୍ପ ପାଣି ମିଶାନ୍ତୁ
ଅଳ୍ପ ଗୁଜୁରାତି ଗୁଣ୍ଡ ମିଶାନ୍ତୁ
ଏହାପରେ ମୋଦକର ଆକାର ଦିଅନ୍ତୁ
ପ୍ରସ୍ତୁତ ହୋଇଯିବ ନଡିଆ ସୁଜି ମୋଦକ