କଟକରୁ ଭୁବନେଶ୍ୱର ଗଡିଲା ବସ୍
କଟକ – ରାଜ୍ୟ ସଡକ ପରିବହନ ନିଗମର ଏକ ବସ କଟକରୁ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଛି । ବସଟି ସିଡିଏ ସେକ୍ଟର-୯ରୁ
ବାହାରି ସତୀ ଚୌରୀ, ବାଦାମବାଡି ଦେଇ ଯାତ୍ରା କରିଛି। ବସଟିକୁ ସଂପୂର୍ଣ ସାନିଟାଇଜ କରା ଯାଇଥିବା ସହ ସେଥିରେ ଯାତ୍ରା କରିଥିବା ସମସ୍ତ ଯାତ୍ରୀ ମାସ୍କ ପରିଧାନ କରିଥିଲେ। ବସଟି ଅଫିସ ସମୟରେ ଚଳାଚଳ କରିବା ସହ ଏହାର ଭଡା ୩୦ଟଙ୍କା ରଖା ଯାଇଥିବା ଜଣାପଡିଛି ।