ବାରବାଟୀ ଦୁର୍ଗର ବିକାଶ ନିମନ୍ତେ କେନ୍ଦ୍ରକୁ

145

ରାଜ୍ୟ ସରକାର ବାରବାଟୀ ଦୁର୍ଗର ବିକାଶ ନିମନ୍ତେ କେନ୍ଦ୍ରକୁ
କୌଣସି ପ୍ରସ୍ତାବ ଦେଇ ନ ଥିବା ଜଣାପଡ଼ିଛି । ଆଜି ଲୋକସଭାରେ
ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର
ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ ଏହା କହିଛନ୍ତି । ସାଂସଦ ଶ୍ରୀ ମହତାବ
୬୦୦ ବର୍ଷ ପୁରାତନ କଟକ-ବାରବାଟୀ ଦୁର୍ଗର ବିକାଶ ପାଇଁ କେନ୍ଦ୍ର
ସରକାରଙ୍କ ଯୋଜନା, ଏହାକୁ ପର୍ଯ୍ୟଟନସ୍ଥଳୀ ରୂପେ ବିକାଶ କରାଇବା
ଏବଂ କେନ୍ଦ୍ରୀୟ ପର୍ଯ୍ୟଟନ ତାଲିକାରେ ଅନ୍ତର୍ଭୁକ୍ତ କରିବା ନେଇ ପ୍ରଶ୍ନ
କରିଥିଲେ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଥିଲେ ଯେ, ଓଡ଼ିଶା
ସରକାର ବାରବାଟୀ ଦୁର୍ଗର ପର୍ଯ୍ୟଟନସ୍ଥଳୀ ରୂପେ ବିକାଶ ନିମନ୍ତେ କିମ୍ବା
କେନ୍ଦ୍ରୀୟ ପର୍ଯ୍ୟଟନସ୍ଥଳୀରେ ଅନ୍ତର୍ଭୁକ୍ତ କରିବା ଲାଗି କୌଣସି ପ୍ରସ୍ତାବ
ଦେଇ ନାହାଁନ୍ତ

Comments are closed, but trackbacks and pingbacks are open.