ବାବା ଆଖଣ୍ଡଳମଣୀଙ୍କ ପୀଠରେ ଶ୍ରାବଣର ଯାତ୍ରା ପାଇଁ ପ୍ରସ୍ତୁତି

0 1,111

ଆରେଡି . – ଝୁଲାଇ ୨୨ ତାରିଖ ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ଆରେଡିରେ ବାବା ଆଖଣ୍ଡମଣୀ ପୀଠରେ ଶ୍ରାବଣ ଯାତ୍ରା ଅନୁଷ୍ଠିତ ହୁଏ । ବାବା ଆଖଣ୍ଡଳମଣୀଙ୍କ ଶ୍ରାବଣ ଯାତ୍ରା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଭଦ୍ରକ ଉପଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମନ୍ଦିର ବୁଲି ଦେଖିବା ସହ କାଉଡିଆମାନଙ୍କ ରହିବା ପାଇଁ ଅସ୍ଥାୟୀ କ୍ୟାମ୍ପ ଏବଂ ବାରିକେଡ ସମ୍ପର୍କରେ ଆଲୋଚନା କରିଛନ୍ତି । ଚଳିତବର୍ଷ ପୀଠରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ସହ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା ହେବ ବୋଲି ଜଣାପଡିଛି ।

Leave A Reply