‘ଫିସର୍‍ ଫ୍ରେଣ୍ଡ୍‍ ମୋବାଇଲ୍‍ ଆପ୍ଲିକେସନ୍‍’ ବା ଏଫ୍‍.ଏଫ୍‍.ଏମ୍‍.ଏ. ବିକଶିତ

0 72

ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏକ ଉନ୍ନତ ପ୍ରଯୁକ୍ତି ବିଦ୍ୟାଯୁକ୍ତ ‘ଫିସର୍‍ ଫ୍ରେଣ୍ଡ୍‍ ମୋବାଇଲ୍‍ ଆପ୍ଲିକେସନ୍‍’ ବା ଏଫ୍‍.ଏଫ୍‍.ଏମ୍‍.ଏ. ବିକଶିତ କରିଛନ୍ତି । ମତ୍ସ୍ୟଚାଷୀମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ମୋବାଇଲ୍‍ ଆପ୍‍କୁ ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଉନ୍ମୋଚନ କରିଛନ୍ତି ।

ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଛ ଅଲିଭ୍‍ ରିଡ଼ ୍‍ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଓ ଗହୀରମଥା ସାମୁଦ୍ରିକ
ଅଭୟାରଣ୍ୟରେ ପ୍ରବେଶ କରିବାପାଇଁ ଏହି ମୋବାଇଲ୍‍ ଆପ୍‍ ସତର୍କ ସୂଚନା ପ୍ରଦାନ କରିବ ।

Leave A Reply