ଓଡିଶାଖବରମୁଖ୍ୟ ଖବର ବଜେଡିରେ ପ୍ରାର୍ଥୀ ତାଲିକା ଘୋଷିତ ବହୁ ନୁଆ ମୁହଁ By odishanext Last updated Apr 3, 2019 0 1,511 Share ଭୁବନେଶ୍ୱର . – ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟର ୭ଟି ବିଧାନସଭା ଓ ୨ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣ କରିଛନ୍ତି । ୭ ବିଧାନସଭା ଆସନରୁ ୬ ଜଣ ନୂଆ ପ୍ରାର୍ଥୀ ରହିଛନ୍ତି । ସେହିପରି କେନ୍ଦୁଝର ଓ ଢେଙ୍କାନାଳ ଲୋକସଭା ଆସନ ପାଇଁ ନୂଆ ପ୍ରାର୍ଥୀ ଘୋଷଣା କରାଯାଇଛି । ଭୁବନେଶ୍ୱର ମଧ୍ୟ – ଆଗରୁ ବିଜୟ କୁମାର ମହାନ୍ତି, ଏଥର ଦୁଇ ଥର ମେୟର୍ ଥିବା ଅନନ୍ତ ନାରାୟଣ ଜେନା ଭୁବନେଶ୍ୱର ଉତ୍ତର – ଆଗରୁ ବିଧାୟକ ପ୍ରିୟଦର୍ଶିୀ ମିଶ୍ର, ଏଥର ସୁଶାନ୍ତ କୁମାର ରାଉତ କୋରେଇ – ଆଗରୁ ଚଳଚ୍ଚିତ୍ର ତାରକା ଆକାଶ ଦାସ ନାୟକ , ଏଥର ସଂଗଠକ ଅଶୋକ ବଳ ଖଣ୍ଡପଡ଼ା – ଆଗରୁ ବିଧାୟକ ଅନୁଭବ ପଟ୍ଟନାୟକ, ଏଥର ରାଜ୍ୟସଭା ସାସଂଦ – ‘ସମ୍ବାଦ’ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ପାଲଲହଡ଼ା – ଆଗରୁ ବିଧାୟକ ମହେଶ ସାହୁ , ଏଥର ମୁକେଶ ପାଲ୍ ଆଠମଲ୍ଲିକର – ଆଗରୁ ବିଧାୟକ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ , ଏଥର ରମେଶ ଚନ୍ଦ୍ର ସାଇ ଯାଜପୁର -ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ୩ଟି ବିଧାନସଭା ଆସନ -କେନ୍ଦ୍ରାପଡ଼ା,ବାରିପଦା ଓ ଚମ୍ପୁଆ -ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ବାକି କେନ୍ଦୁଝର ଲୋକ ସଭା- ଆଗରୁ ସାଂସଦ ଶକୁନ୍ତଳା ଲାଗୁରୀ , ଏଥର ଚନ୍ଦ୍ରାଣୀ ମୁର୍ମୁ ଢେଙ୍କାନାଳ ଲୋକ ସଭା -ମହେଶ ସାହୁ 0 1,511 Share