ଆଗରେ ସାବିତ୍ରୀ ପଛଉଛନ୍ତି ବିଜୟ

0 727

ପାଟକୁରାର ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିରେ ସାବିତ୍ରୀ ଅଗ୍ରଓ୍ୱାଲ ୧୩,୬୮୧ ଖଣ୍ଡ ଭୋଟରେ ଆଗୁଆ
ପାଟକୁରା .- ପାଟକୁରା ନିର୍ବାଚନ ଶେଷ ପରେ ବୁଧବାରରେ ଗଣତି ଆରମ୍ଭ ହୋଇଛି । ଏଥିରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଛି । ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ସାବିତ୍ରୀ ଅଗ୍ରଓ୍ୱାଲା ୧୩ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି।
ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସାବିତ୍ରୀଙ୍କୁ ୪୭ ୯୮୪ ଖଣ୍ଡ ଭୋଟ ମିଳିଥିବା ବେଳେ , ବିଜୟଙ୍କୁ ୩୪,୩୦୩ ଓ କଂଗ୍ରେସର ଜୟନ୍ତ ମହାନ୍ତିଙ୍କୁ ୧୨୮୮ ଖଣ୍ଡ ଭୋଟ୍‌ ମିଳିଛି ।

 ବିଜେଡିସାବିତ୍ରୀ  ଅଗ୍ରଓ୍ୱାଲ ୪୭୯୮୪
ବିଜେପି -ବିଜୟ ମହାପାତ୍ର ୩୪୩୦୩
କଂଗ୍ରେସ- ଜୟନ୍ତ ମହାନ୍ତି ୧୨୮୮
Leave A Reply