ପାଟକୁରା .- ପାଟକୁରା ନିର୍ବାଚନ ଶେଷ ପରେ ବୁଧବାରରେ ଗଣତି ଆରମ୍ଭ ହୋଇଛି । ଏଥିରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଛି ।
ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା
ସାବିତ୍ରୀ ଅଗ୍ରଓ୍ୱାଲ | ୩୬୬୧୨ |
ବିଜୟ ମହାପାତ୍ର | ୨୬୦୮୦ |
ଆଗୁଆ | ୧୦୫୩୨ |