ଏ ସବୁ କଲେ ନିଶ୍ଚିତ ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇବେ

ଏ ସବୁ କଲେ ନିଶ୍ଚିତ ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇବେ

0 576

କେତକ ଲୋକ ଶୋଇବା ସମୟରେ ଘୁଙ୍ଗୁଡି ମାରନ୍ତି । ତାଙ୍କ ପାଖରେ  ଶୋଇଥିବା ଲୋକ ଘୁଙ୍ଗୁଡି ଯୋଗୁଁ ଶୋଇ ପାରି ନଥାନ୍ତି । ଶ୍ୱାସ କ୍ରିୟାରେ ସମସ୍ୟା ଯୋଗୁଁ ଘୁଙ୍ଗୁଡି ସମସ୍ୟା ଦେଖା ଦେଇଥାଏ ।

ମୋଟାପଣ ବଢିଲେ ଘୁଙ୍ଗୁଡି ହୋଇଥାଏ ।  ବ୍ୟାୟାମ କଲେ ଏହି ସମସ୍ୟାରୁ ମୁକ୍ତିମିଳି ପାରିବ ।

ଯୋଗ କରନ୍ତୁ ଏହା ସହ ପ୍ରାଣାୟମ କରନ୍ତୁ ନିଶ୍ଚୟ ଘୁଙ୍ଗୁଡି ସମସ୍ୟାରୁ ମୁକ୍ତି ପାଇବେ ।

ଧୂମପାନରୁ  କରନ୍ତୁ ନାହିଁ ଘୁହ୍ଗୁଡି ସମସ୍ୟାରୁ ମୁକ୍ତି ପାଇବେ ।

ମୁଣ୍ଡ ବିନ୍ଧା କିମ୍ବା ସାଇନସ୍‌ ଥିଲେ ଘୁଙ୍ଗୁଡି ହୁଏ , ଏପରି ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ରାତିରେ ଶୋଇବା ସମୟରେ ଉଷୁମ ପାଣିରେ ଅଳ୍ପ ଡାଲଚିନ ଗୁଣ୍ଡ ମିଶାଇ ପିଅନ୍ତୁ

ଶୋଇବା ପବୂର୍ବରୁ ଅଲ୍ପ ଉଷୁମ କ୍ଷୀର ପିଅନ୍ତୁ

ଆବଶ୍ୟକତା ଅନୁସାରେ ପାଣି ପିଅନ୍ତୁ

Leave A Reply