ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ଶରୀରକୁ କରାଯାଇ ପାରିବ ସୁନ୍ଦର, ଭାଗ-୧

0 506

ଓଜନ କମ୍‍ କରିବା: ଏହି ପଦ୍ଧତି ସାହାଯ୍ୟରେ ଅତ୍ୟଧିକ ମୋଟା ହୋଇଥିବା ଲୋକଙ୍କୁ ପତଳା କରିବା ପାଇଁ ସେମାନଙ୍କ ଶରୀରରୁ ଅନାବଶ୍ୟକ ଚର୍ବିକୁ ମେସିନ୍‍ ସାହାଯ୍ୟରେ ମଧ୍ୟ କଢ଼ାଯାଏ।

ଅନାବଶ୍ୟକ କେଶ ସମସ୍ୟା: ଶରୀରରେ ହରମୋନ୍‍ର ପରିମାଣ ଅନୁସାରେ କେତେକ ମହିଳା ଏବଂ ପୁରୁଷଙ୍କ ଶରୀରରେ ଅନାବଶ୍ୟକ କେଶ ଆସିଥାଏ। ହେଲେ କସମେଟିକ୍‍ ସର୍ଜରୀ ଦ୍ୱାରା ଏଥିରୁ ମୁକ୍ତି ସମ୍ପୂର୍ଣ୍ଣ ମିଳିଥାଏ।

ଗୋରା ଦେଖାଯିବା: କସମେଟିକ୍‍ ସର୍ଜରୀ ଦ୍ୱାରା ଶରୀର ରଙ୍ଗକୁ ସଫା କରାଯାଇ ପାରୁଛି।

ରାଇନୋପ୍ଲାଷ୍ଟି: ଏହି ସର୍ଜରୀ ସାହାଯ୍ୟରେ ନାକର ମୂଳ ଆକାର ଓ ଚେହେରାକୁ ଏକ ନିର୍ଦିଷ୍ଟ ତଥା ଆକର୍ଷଣୀୟ ରୂପ ଦେବା ସହିତ ନିଃଶ୍ୱାସ-ପ୍ରଶ୍ୱାସ ଜନିତ ସମସ୍ୟାରୁ ମଧ୍ୟ ଉପଶମ ମିଳିଥାଏ।

Leave A Reply