ଶୁକ୍ରବାରର ମୁଖ୍ୟ ସମ୍ବାଦ

0 1,008

–ରାଜ୍ୟରେ ଦେଖାଦେଇଥିବା ମରୁଡ଼ି ପରିସ୍ଥିତି ସଂପର୍କରେ ଆସନ୍ତା ୨ଦିନ ମଧ୍ୟରେ
ବିଧାନସଭାରେ ବିବୃତ୍ତି ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ।
— ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ
– ରବିବାର ମତଦାନ
-ସମ୍ବେଦନଶୀଳ ବୁଥ୍‍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
— ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
— କ୍ଷ ଭାରତୀୟ ମହିଳା ଟେବୁଲ୍‍ ଟେନିସ୍‍ ଦଳ ରାଜ୍ୟ ଗୋଷ୍ଠୀ ଟିଟି ଚାମ୍ପିୟନ୍‍ସିପର ଫାଇନାଲ୍‍କୁ ଉନ୍ନୀତ

Leave A Reply