ମୁଁ ଅନୁପଜୋଲଟାଙ୍କୁ ଚୁମ୍ବନ ଦେବା ସହ ଡେଟ୍‌ରେ ଯାଇଥିଲୁୁ ତେବେ କିପରି ଗୁରୁ ଶିଷ୍ୟା ହେଲୁ, ଜସଲିନ୍‌

0 576

ମୁମ୍ବାଇ . – ବିଗ୍‌ବସ୍‌ ସିଜିନ୍‌ ୧୨ର ପ୍ରତିଯୋଗୀ ଯୋଡି ଭାବେ ଅନୁପ ଜୋଲଟା ଓ ଜସଲିନ୍‌ ବେଶ୍‌ ଚର୍ଚ୍ଚା ପରିସରକୁ ଆସିଥିଲେ ।  ଉଭୟଙ୍କ ବୟସର ତାରତମ୍ୟ ବେଶ୍‌ ଅଧିକ । ବିଗ୍‌ବସ୍‌ଙ୍କ ଘରୁ ବାହାରିବା ପରେ ଅନୁପ ଜୋଲଟା ଜସ୍‌ଲିନ୍‌ଙ୍କ ସହ ତାଙ୍କର ସମ୍ବନ୍ଧକୁ ଗୁରୁ ଶିଷ୍ୟାର ସମ୍ବନ୍ଧ କହିଥିଲେ ।  କେବଳ ବିଗ୍‌ବସ୍‌ ପାଇଁ ଏପରି ନାଟକ କରାଯାଇଥିବା ସୂଚନା ଦେଇଥିଲେ । ମାତ୍ର ଜସ୍‌ଲିନ୍‌ ଏହାକୁ ଖଣ୍ଡନ କରିଛନ୍ତି ।

ଅନୁପ ଜୋଲଟାଙ୍କ ସହ ସେ ଡେଟ୍‌ରେ ଯାଇଥିଲେ  ଓ ତାଙ୍କୁ ସେ ଚୁମ୍ବନ କରିଥିବା କଥା ଅଭିଯୋଗ କରିଛନ୍ତି ।

Leave A Reply