ଭାରତୀୟ ପ୍ରଶାସନିକ ସେବା ୨୦୨୦ ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି । ଭାରତୀୟ ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଶୁଭମ କୁମାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ସେହିପରି ଭୋପାଳର ଜାଗୃତି ଅବସ୍ତି ଦ୍ୱିତୀୟ ଓ ଅଙ୍କିତା ଜୈନ୍ ତୃତୀୟ ସ୍ଥାନରେ ରହିଛନ୍ତି । ଓଡ଼ିଶାର ଯୁବିନ ମହାପାତ୍ର ୪୬ତମ ସ୍ଥାନରେ ରହିଥିବା ବେଳେ ଆଶିଷ କୁମାର ୫୨ତମ ଶୁଭଙ୍କର ବଳ ୭୯ ତମ ସ୍ଥାନରେ ଅଛନ୍ତି । ଶ୍ରେଷ୍ଠ ୨୫ ଜଣଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ଓ ୧୨ ଜଣ ମହିଳା ରହିଛନ୍ତ