ପ୍ରସ୍ତୁତ କରନ୍ତୁ ଗଣେଶଙ୍କର ପ୍ରିୟ ମୋଦକ

0 1,352

ତେଲରେ ଛଣା ମୋଦକ ପ୍ରସ୍ତୁତ କରିବା ପାଇଁ ଆପଣ ୨ କପ୍‌ ମଇଦା ସେ ଖାସ୍ତା ତିଆରି କରନ୍ତୁ
ଏଥିରେ ଖୁଆ ପକାଇ ପୁଣି ଭଲକରି ମିଶାନ୍ତୁ
ଅଧ କପ୍‌ କାଜୁ କାଟି କରି ପକାନ୍ତୁ
ବାଦାମ ପିସ୍ତା ବି ପକାଇ ପାରିବେ
ଏଥରେ ଗୁଜୁରାତି ଗୁଣ୍ଡ ପକାନ୍ତୁ


ଏହପରେ ସମସ୍ତୁ ଜିନିଷକୁ ମିଶାଇ ମୋଦାକ ଆକାରର ଦିଅନ୍ତୁ। ଦରକାର ପଡିଲେ ଅଳ୍ପ ପାଣି ଦେଇ ଏହାକୁ କରିବେ ।

ଏହାପରେ ଏହାକୁ ଭଲ ଭାବେ ତେଲରେ ଛାଣନ୍ତୁ । ଛଣା ହୋଇଥିବା ମୋଦକ ପ୍ରସ୍ତୁ ହୋଇଯିବ ।

Leave A Reply