ଚଳିତ ବର୍ଷ କଟକରେ ଡଙ୍ଗା ଭସାକୁ ବାରଣ

0 62

ଚଳିତ ବର୍ଷ କଟକରେ ଡଙ୍ଗା ଭସାକୁ ବାରଣ କରାଯାଇଛି । ଏସଆରସିଙ୍କ ଗାଇଡଲାଇନ୍‍ ଅନୁସାରେ କୌଣସି ନଦୀ କୂଳରେ ଏକାଠି ହେବା ଉପରେ କଟକଣା ରହିଛି । ଡଙ୍ଗା ଭସାକୁ ବାରଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ ।

ଆଇନ୍‍ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply