ଓଡିଶାଖବରମୁଖ୍ୟ ଖବର ୨ ଲୋକ ସଭା ଓ ୯ ବିଧାନସଭା ଆସନ ପାଇଁ କଂଗ୍ରେସରେ ମଧ୍ୟ ରାତ୍ରୀରେ ପ୍ରାର୍ଥୀ ଘୋଷଣା କଟକରୁ ପଞ୍ଚାନନ କାନୁନ୍ଗୋ ଓ ଯାଜପୁରରୁ ମାନସ ଜେନା ଲୋକସଭା ପାଇଁ ପ୍ରାର୍ଥୀ By odishanext Last updated Apr 3, 2019 0 727 Share ବିଧାନସଭା ପାଇଁ ପ୍ରାର୍ଥୀ ବଲେଶ୍ୱରରୁ- ମାନସ ଦାସ ପଟ୍ଟନାୟକ ଧର୍ମଶଳା- ସ୍ମୃତି ରେଖା ପହି ଯାଜପୁର- ସନ୍ତୋଷ କୁମାର ନନ୍ଦ ହିନ୍ଦୋଳ- ତ୍ରିନାଥ ବେହେରା କାମାକ୍ଷାନଗର- ଭବାନୀ ଶଙ୍କର ମହାପାତ୍ର ବଡମ୍ବା- ବବି ମହାନ୍ତି ପାରାଦୀପ- ଅରିନ୍ଦମ ସର୍କେଲ ପିପିଲି- ଯୁଧିଷ୍ଠିର ସାମନ୍ତରାୟ ବେଗୁନିଆ- ପୃଥୀବଲ୍ଲଭ ପଟ୍ଟନାୟକ ଲୋକସଭା ପାଇଁ ପ୍ରାର୍ଥୀ କଟକରୁ ପଞ୍ଚାନନ କାନୁନ୍ଗୋ ଯାଜପୁରରୁ ମାନସ ଜେନା 0 727 Share