ଆଜି ରାତିରେ ପୃଥିବୀ ପାଖ ଦେଇ ଯିବ ଧୂମକେତୁ ୪୬ ପି-ରିଟାନେନ୍‌

0 693

ନ୍ୟୁୟର୍କ . – ଆଜି ଡିସେମ୍ବର ୧୬ ତାରିଖ ରାତିରେ ପୃଥିବୀ ନିକଟ ଦେଇ ଏକ ଧୂମକେତୁ ଯିବ । ବିନା ଦୂର ବେକ୍ଷଣ ଯନ୍ତ୍ରରେ ଏହି ଧୂମକେତୁକୁ ଦେଖି ହେବ । ଏହା ପୃଥିବୀଠାରୁ ପ୍ରାୟ ୧୧ .୪ ମିଲିୟନ କିଲୋମିଟର ଦୂରରେ ଗତି କରିବ । ଏହି ଧୂମକେତୁର ନାମ ୪୬ ପି-ରିଟାନେନ୍‌ । ପୃଥିବୀ ନିକଟରେ ଏହା ଯାତ୍ରା କରିବା ବେଳେ ଅତି ଉଜ୍ଜଳ ଦେଖାଯିବ ।

Leave A Reply