ଶ୍ରୀରାମ ନବମୀରେ ଭଗବାନଙ୍କ ଏହି ମନ୍ତ୍ର ଜପ କରନ୍ତୁ, ଶାନ୍ତି ମିଳିବ, ସଂକଟ ଦୂର ହେବ

0 1,371

 

ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ, ମର୍ଯ୍ଯାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଶୁଭ ଜନ୍ମ ଦିନ ତ୍ରେତୟା ଯୁଗରେ ତୈତ୍ର ଶୁକଳ ନବମୀରେ ସ୍ବୟଂ ନର୍ିଗୁଣ ବ୍ରହ୍ମ ଶ୍ରୀରାମ ରୂପରେ ପ୍ରକଟ ହୋଇଥିଲେ ସନାତନ ଧର୍ମରେ କେତୋଟି ଅତି ଗୁରୁତ୍ବପୂର୍ଣ୍ଣ ପର୍ବ ମଧ୍ୟରୁ ଗୋଟିଏ ବିଶ୍ବାସ ଅଛି ଆଜିର ଦିନରେ ଭଗବାନ ଶ୍ରୀରାମଙ୍କୁ ପ୍ରର୍ାଥନା କଲେ ମନୁଷ୍ଯ ଧର୍ମ, ଅର୍ଥ, କାମ , ମୋକ୍ଷଆଦି ଚତୁର୍ବର୍ଗ ଫଳ ପ୍ରାପ୍ତି ହୋଇଥାଏ ତେବେ କେଉଁ ମନ୍ତ୍ରରେ ଭଗବାନଙ୍କୁ ପ୍ରର୍ାଥନା କରିବେ ?

ଜୟ ଶ୍ରୀରାମ : ଭଗବାନ ରାମଙ୍କ ସ୍ତୁତି ପାଇଁ ସେଭଳି କୌଣସି ବିଶେଷ କର୍ମକାଣ୍ଡର ଆବଶ୍ଯକତା ନାହିଁ କେବଳ ଜୟ ଶ୍ରୀରାମ ହିଁ ଯଥେଷ୍ଟ ଏହି ମନ୍ତ୍ରକୁ ଜପ କରି ବୀର ହନୁମାନ ସାତସମୁଦ୍ର ଡେଇଁ ପଡିଥିଲେ କେବଳ ଜୟଶ୍ରୀରାମ ହିଁ ମଣିଷକୁ ମୋକ୍ଷ ପ୍ରଦାନ କରିଥାଏ

ରାମ ତାରକ ମନ୍ତ୍ର : ଶ୍ରୀରାମ ଜୟ ରାମ ଜୟ ଜୟ ରାମ

ଏହି ମନ୍ତ୍ରର ବିଲକ୍ଷଣ ପ୍ରଭାବ ରହିଛି ସ୍ବୟଂ ଭଗବାନ ଶିବ ଏହାକୁ ପ୍ରଥମେ ଭଗବତୀ ପର୍ାବତୀଙ୍କୁ ଶୁଣାଇଥିଲେ କୁହାଯାଏ କାଶୀନଗରୀରେ ମୃତ୍ଯୁ କାଳରେ ସ୍ବୟଂ ସଦାଶିବ ମନୁଷ୍ଯ କାନରେ ଏହି ମନ୍ତ୍ର ଶୁଣାଇ ମୋକ୍ଷ ପ୍ରଦାନ କରିଥାନ୍ତି ସଂକଟ ସମୟରେ ଏହି ମନ୍ତ୍ର ଜପ କରନ୍ତୁ ସଂକଟ ଦୂର ହେବ, ଶାନ୍ତି ମିଳିବ

Leave A Reply