Browsing Tag

odianews

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ -ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,…

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ଏହା ଆନ୍ଧ୍ର ଉପକୂଳକୁ ଗତିକରିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‍ସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ଢେଙ୍କାନାଳ, ରାୟଗଡ଼ା, ନବରଙ୍ଗପୁର,ମାଲକାନଗିରି ଏବଂ

ଭସାଣି ଶୋଭାଯାତ୍ରାରେ ଆସୁଥିବା ମେଢ଼ଗୁଡ଼ିକ ପାଇଁ ସ୍ୱତନ୍ତ୍ର ରୁଟ୍‍ ଚାର୍ଟ ଜାରି

ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଦଶହରା ପର୍ବ ଶେଷ ହୋଇଥିବା ବେଳେ ଆଜି ବିଭିନ୍ନ ସ୍ଥାନରେ ଭସାଣ ଉତ୍ସବ ଅନୁଷ୍ଠିତ ହେଉଛି । ଏଥିପାଇଁ ପୁଲିସ୍‍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକରେ ପ୍ରସିଦ୍ଧ ଭସାଣି ଯାତ୍ରା ପାଇଁ କମିଶନରେଟ୍‍ ପୋଲିସ୍‍ପକ୍ଷରୁ

ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନ ଉପନିର୍ବାଚନ ନଭେମ୍ବର ୬ ତାରିଖରେ ଭୋଟ୍‍ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ…

ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆସନ୍ତାକାଲି ନିର୍ବାଚନ କମିଶନଙ୍କ ବିଧିବଦ୍ଧ ବିଜ୍ଞପ୍ତି ସହ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୧୪ ତାରିଖ ନାମାଙ୍କନ ଦାଖଲର ଶେଷଦିନ ଭାବେ ଧାର୍ଯ୍ୟ ହୋଇଥିବା ବେଳେ ୧୫ ତାରିଖରେ ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ

ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରସିଦ୍ଧ ଗୋସାଣୀଯାତ ଅନୁଷ୍ଠିତ ହେଉଛି

ଶ୍ରୀକ୍ଷେତ୍ର ପୁରୀରେ ଆଜି ପ୍ରସିଦ୍ଧ ଗୋସାଣୀଯାତ ଅନୁଷ୍ଠିତ ହେଉଛି । ଷୋଳପୂଜା ପରେ ଦଶହରା ପରଦିନ ଏକାଦଶୀ ତିଥିରେ ସିଂହଦ୍ୱାରସମ୍ମୁଖରେ ଦେବୀମାନଙ୍କର ଯେଉଁ ମେଳଣ ହୁଏ ତାହାକୁ ଗୋସାଣୀଯାତ ବୋଲି କୁହାଯାଇଥାଏ । ପୀଠରେ ବିସର୍ଜନ କରାଯିବା ପରେ ମୃଣ୍ମୟୀ ମୂର୍ତ୍ତିମାନଙ୍କୁ ମେଳଣ ଉଦେଶ୍ୟରେ

୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ

ପଶ୍ଚିମ ମ୍ୟାଁମାର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ପୂର୍ବାହ୍ନ ସୁଦ୍ଧା ଏକ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ୍‍ କରିବା ପାଇଁ ଭାରତୀୟ
ପ୍ରତ୍ନତତ୍ତ୍ୱ ବିଭାଗ ଏକ ଚିଠି

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ୍‍ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏକ ଚିଠି ରାଜ୍ୟ ଆଇନ୍‍ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିବା ନେଇ ସୂଚନା ମିଳିବା ପରେ ଏ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍‍ ମନ୍ତ୍ରୀ ଜଗନ୍ନାଥ ସାରକା । ଏହି ଚିଠି ରାଜ୍ୟ

ଆଗାମୀ ୧୯ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା

ଉପକୂଳରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିଥିବାବେଳେ ପଶ୍ଚିମ ଓ ଆଭ୍ୟନ୍ତର ଓଡିଶାରେ ପ୍ରବଳ ଗ୍ରୀଷ୍ମ ଲହରି ଅବ୍ୟାହତ ରହିଛି । ତେବେଆଗାମୀ ୧୯ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ବଢୁଥିବାରୁ ଏହା ରାଜ୍ୟର ତାପମାତ୍ରାକୁ ହ୍ରାସ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶାଖ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆଜି ନେପାଳର ଲୁମ୍ବିନୀ ପରିଦର୍ଶନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶାଖ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆଜି ନେପାଳର ଲୁମ୍ବିନୀ ପରିଦର୍ଶନ । ନେପାଳ ପ୍ରଧାନମନ୍ତ୍ରୀ ଶେର୍‍ ବାହାଦୂର ବେଓବାଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ମୋଦୀ ସେଠାକୁ ଯାଉଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ପବିତ୍ର ବୁଦ୍ଧ ଜୟନ୍ତୀ ଉପଲକ୍ଷେ ମାୟାଦେବୀ

ରାଜ୍ୟର ବିଭିନ୍ନ ଦେବଦେବୀ ପୀଠରେ ମକର ସଂକ୍ରାନ୍ତି କରୋନା କଟକଣା ମଧ୍ୟରେ ଅନୁଷ୍ଠିତ -ମା’ ତାରିଣୀ ମନ୍ଦିରକୁ ବନ୍ଦ୍…

ରାଜ୍ୟର ବିଭିନ୍ନ ଦେବଦେବୀ ପୀଠରେ ମକର ସଂକ୍ରାନ୍ତି କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏହି ଅବସରରେ ଭିଡ଼କୁ ଦୃଷ୍ଟିରେ ରଖି କେନ୍ଦୁଝର ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିରକୁ ବନ୍ଦ୍ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ୱତନ୍ତ୍ର ରିଲିଫ୍‍ କମିଶନର ଓ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠି