ଦେଶର ପ୍ରଥମ ‘ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ମୋବାଇଲ ଆପ୍’ର ଆରମ୍ଭ।
ନୂଆଦିଲ୍ଲା -- ଦେଶର ପ୍ରଥମ ‘ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ ମୋବାଇଲ ଆପ୍’ର ଆରମ୍ଭ ହୋଇଛି ।କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତରା ଆବାସ ନକଭୀ ଏହାର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ନକଭୀ କହିଲେ ଯେ, ଏହି ଆପ୍ ଗରିବ ଓ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀମାନେ ଯେପରି ସହଜରେ…