ବାତ୍ୟାର ୬ ଦିନପରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗରେ ସୁଧାର ଆସିଲା
ଭୁବନେଶ୍ୱର ..-ବାତ୍ୟା ଫନୀ ଦ୍ୱାରା ପ୍ରଭାବିତ ଲୋକଙ୍କ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ପ୍ରଭାବିତ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ଫେରାଇ ଆଣିବା ପାଇଁ ମାନବସମ୍ବଳ, ମେସିନ୍ ଓ ଉପକରଣ ଇତ୍ୟାଦିର ଉପଯୁକ୍ତ ବିନିଯୋଗପୂର୍ବକ ରିଲିଫ୍ ଏବଂ…